MCQ Quiz

1. ଜାତି ଧର୍ମ ନିର୍ବିଶେଷରେ ଗୋପବନ୍ଧୁ କାହା ମୁଖରେ ଆଣି ଅନ୍ନ ଦେଇଥିଲେ ?

2. ଗୋପବନ୍ଧୁ କୋଟିଏ ଦରିଦ୍ର ମେଳରେ କ’ଣ ଥିଲେ ?

3. କବି କାହାକୁ ଆମର ପ୍ରିୟ କର୍ମ ବୀର ବୋଲିକହି ଛନ୍ତି ?

4. କାହାର ମହାପ୍ରୟାଣରେ ଓଡ଼ିଆ ଜାତିର ଗର୍ବ ଭାଙ୍ଗିଗଲା ବୋଲି କବି କହି ଛନ୍ତି ?

5. ମହାବୀରଙ୍କ ମହାପ୍ରୟାଣରେ ପ୍ରତିଟି ଅଧରରେ ଅଧରରେ କାହାର ନାମ ଉଚ୍ଚାରିତ ହେଉଥୁଲା ?

6. ଗୋପବନ୍ଧୁଙ୍କ ମହାପ୍ରୟାଣରେ ଘରେ ଘରେ କେଉଁ ଶବ୍ଦ ଶୁଭିଛି ?

7. ଗୋପବନ୍ଧୁଙ୍କ ବିୟୋଗରେ କେଉଁ ଜାତିର ମଥାମଣି ଭୂତଳେ ଖସିପଡ଼ିଲା ବୋଲି କବି କହିଛନ୍ତି ?

8. ନୟନରେ କ'ଣ ଭରି ଆସିବାକୁ କବି ନାଗରିକମାନଙ୍କୁ ଆହ୍ବାନ ଜଣାଇଛନ୍ତି ?

୨. ଚରଣ ନଗ୍ନ କରି କେଉଁଠାକୁ ଆସିବାକୁ କବି ସମସ୍ତଙ୍କୁ ନିବେଦନ କରିଛନ୍ତି ?

10. ମଥା ନତ କରି କାହାକୁ ସମ୍ମାନ ଜଣାଇବାକୁ କବି ନିବେଦନ କରିଛନ୍ତି ?

11. ଗୋପବନ୍ଧୁ ଙ୍କ ବିୟୋଗରେ କେଉଁଠାରେ ଅନ୍ଧାର ଘୋଟିଯାଇଛି ବୋଲି କବି କହିଛନ୍ତି ?

12. କବି କାହାକୁ ଓଡ଼ିଆଜାତିର ମଥାମଣି ବୋଲି ବର୍ଣ୍ଣନା କରିଛନ୍ତି ?

13. ଆମ କର୍ମବୀର ଆମର କେତେ ପ୍ରିୟ ଥିଲେ, ତାହା କିଏ ଜାଣୁ ବୋଲି କବି କହିଛନ୍ତି ?

14. ‘ଗବାକ୍ଷ’ କହିଲେ କାହାକୁ ବୁଝାଏ ?

15. କବିତାରେ କବି ମହାବୀର ବୋଲି କାହାକୁ କହିଛନ୍ତି?

16. ଗୋପବନ୍ଧୁଙ୍କ ମହାପ୍ରୟାଣରେ ମହାଜାତିର କ’ ଭାଜିଗଲା ବୋଲି କବି କହିଛନ୍ତି ?

17. ଗୋପବନ୍ଧୁ ଙ୍କ ବିୟୋଗରେ ପ୍ରତି କର ରେ କ', ନଇଁଯାଇଛି ବୋଲି କବି କହିଛନ୍ତି ?

18. କ’ଣ ଭୁଲି ଜାତିର ରାଜାଙ୍କୁ ସମ୍ମାନ ଜଣାଇବାକୁ କ ହିନ୍ଦୁ, ଖ୍ରୀଷ୍ଟାନ୍ ଓ ମୁସଲମାନ ମାନଙ୍କୁ ନିବେଦନ କରି ଛନ୍ତି ?

19. ଗୋପବନ୍ଧୁ ଦରିଦ୍ରଙ୍କ ମୁଖରେ ଅନ୍ନ ଦେଲାବେଳେ କ'ଣ ଭୁଲିଯାଉଥିଲେ ?

20. ଗୋପବନ୍ଧୁ ଙ୍କ ଶବର ଶୋଭାଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତିବର୍ଗଙ୍କୁ କବି କ’ଣ ବୋଲି ଅଭିହିତ କରି ଛନ୍ତି ?

21. ଆତ୍ମାର ଅମରତ୍ୱ ଲାଭପାଇଁ କରାଯାଉଥିବା ପ୍ରାର୍ଥନାକୁ କ'ଣ କୁହାଯାଏ ?

22. ସନାତନ ଧର୍ମାବଲମ୍ବୀମାନଙ୍କୁ କ’ଣ କୁହାଯାଏ ?