MCQ Quiz
1. ଉତ୍କଳର ବନଭୂମି କିପରି ବୋଲି ପଠିତ କବିତାରେ କୁହାଯାଇଛି ?
(A) ତାଳ ତମାଳ ବୃକ୍ଷପୂର୍ଣ
(B) ଘଞ୍ଚ
(C) ବନ୍ଯଜନ୍ତୁପୂର୍ଣ
(D) ଯୋଗୀଋଷିଙ୍କର ବାସସ୍ଥଳୀ
2.‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ ?
(A) ରାଧାନାଥ ରାୟ
(B) ଗୋଦାବରୀଶ ମହାପାତ୍ର
(C) ଲକ୍ଷ୍ମୀକାନ୍ତ ମହାପାତ୍ର
(D) କୁନ୍ତଳାକୁମାରୀ ସାବତ
3. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ କବି ରୂପେ ସୁପରିଚିତ ?
(A) କାନ୍ତକବି
(B) ପଲ୍ଲୀକବି
(C) ବ୍ୟଙ୍ଗକବି
(D) ଆଶୁକବି
4.‘ବନ୍ଦେ ଉତ୍କଳ ଜନନୀ’ କେଉଁ ଭାବନାର ଏକ ମନୋଜ୍ଞ କୃତି ?
(A) ପଲ୍ଲୀ ଭାବନା
(B) ଦେଶାତ୍ମବୋଧ ଭାବନା
(C) ଭାରତ ଭାବନା
(D) ପ୍ରକୃତି ଭାବନା
5. ‘ବନ୍ଦେ ଉତ୍କଳ ଜନନୀ’ ଓଡ଼ିଶା ସରକାରଙ୍କଦ୍ବାରା କେଉଁ ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭକରିଛି ?
(A) 1090
(B) 1010
(C) 1019
(D) 1098
6. ପ୍ରକୃତି ପରିଶୋଭିତ ଉତ୍କଳ ଜନନୀଙ୍କ କେଉଁଟି ସୁନ୍ଦର ?
(A) ରୂପ ଓ ଗୁଣ
(B) ଐତିହ୍ୟ ଓ ମାଧୁର୍ଯ୍ୟ
(C) ହସ ଓ ଭାଷା
(D) ପ୍ରକୃତି ଓ ଐଶ୍ୱର୍ଯ୍ୟ
7. ଅରିକୁଳ ଚର୍ଚ୍ଚିତ ଦେହା (ପଦ୍ୟାନୁଯାୟୀ ପଡ୍କ୍ତି ପୂରଣ କର ।)
(A) ଶୋଣିତ
(B) คติด
(C) ଘୋଷିତ
(D) ଶୋଭିତ
8. ପୂତ ବିଧୌତ ଶରୀର
(A) ଜଳଧ୍
(B) ବାରିଧ୍
(C) ପୟୋଧ
(D) ଉଦଧ୍
9. ଉତ୍କଳର ତଟ ପ୍ରଦେଶ କେଉଁ ବୃକ୍ଷରାଜିରେ ସୁଶୋଭିତ ?
(A) ଆମ୍ବ ଓ ନଡ଼ିଆ
(B) ନାରୀକେଳ ଓ ଗୁବାକ
(C) ତାଳ ଓ ତମାଳ
(D) ପଣସ ଓ ବର
10. ସମୁଦ୍ରର ପବିତ୍ର ଜଳଧାରା ଉତ୍କଳ ଜନନୀଙ୍କ କେଉଁଠିକୁ ଧୋଇଦିଏ ?
(A) ଶରୀର
(B) ପାଦ
(C) คขเ
(D) 모임
11. ଉତ୍କଳର କେଉଁ ଜଳ ଧାରଣ କରିଥିବା ନଦୀତଟରେ ଶୀତଳ ପବନ ପ୍ରବାହିତ ହୋଇଥାଏ ?
(A) ଆବିଳ
(B) ସ୍ବଚ୍ଛ
(C) କାନରେ
(D) ଫେନିଳ
12. ଉତ୍କଳ ଜନନୀଙ୍କ ଶରୀର କେଉଁଥିରେ ପରିଶୋଭିତ ?
(A) ତାଳତମାଳ
(B) ଘଞ୍ଚ ବନଭୂମି
(C) ନଦୀନାଳ
(D) ବନପର୍ବତ
13. ନୀଳ ତରଙ୍ଗ ଆକାରରେ ପ୍ରକାଶ ପାଇଥାଏ ।
(A) ପର୍ବତମାଳା
(B) ସମୁଦ୍ର
(C) ନଦୀ
(D) ଆକାଶ
14. ଉତ୍କଳ ଜନନୀଙ୍କ ସୁନ୍ଦର ଆକାଶ ଶ କାହାର କଳକଳ ରାବରେ ମୁଖରିତ ହୋଇଥାଏ ?
(A) ପଶୁମାନଙ୍କ
(B) ଜୀବଜନ୍ତୁମାନଙ୍କ
(C) ପକ୍ଷୀମାନଙ୍କ
(D) ଝରଣାମାନଙ୍କ
15. କେଉଁଥିରେ ଉତ୍କଳର ଶସ୍ୟକ୍ଷେତ୍ର ପରିପୂର୍ଣ ?
(A) ଗହମରେ
(B) ଫୁଲ ଫୁଲରେ
(C) ଫଳରେ
(D) ଧାନରେ
16. ଉତ୍କଳର ଚକ୍ଷୁ ନିମ୍ନୋକ୍ତ କେଉଁ ପ୍ରଦର୍ଶନରେ ଉଭାସିତ ?
(A) ଜ୍ଞାନବିଜ୍ଞାନ
(B) ସୁଖଶାନ୍ତି
(C) ଧନସମ୍ପଦ
(D) ପ୍ରେମଆନନ୍ଦ
17. ବହୁ ଯୋଗୀଋଷିଙ୍କ ଦ୍ଵାରା ଉତ୍କଳ ଜନନୀ ପବିତ୍ର ।
(A) ଜ୍ଞାନ
(B) ତପସ୍ୟା
(C) କୁଟୀର
(D) ଓଁକାର ଧ୍ବନି
18. କାହାଦ୍ୱାରା ଉତ୍କଳର ମନ୍ଦିର ସୁଶୋଭିତ ?
(A) କାରୁକଳା
(B) ଚାରୁକଳା
(C) ଶିଳ୍ପକଳା
(D) ପ୍ରସ୍ତରକଳା
19. ଉତ୍କଳ ପ୍ରଦେଶରେ ଅନେକ ପୁଣ୍ୟ କେଉଁଠାରେ ପରିପୂର୍ଣ ?
(A) ନଦୀ
(B) ସମୁଦ୍ର
(C) ศคิด
(D) ดาย์
20. ବୀର ଯୋଦ୍ଧାଙ୍କର ଉତ୍କଳ ଭୂମି କେଉଁ ଭୂମି ସଦୃଶ ?
(A) ତୀର୍ଥଭୂମି
(B) ପୁଣ୍ୟଭୂମି
(C) ରଣଭୂମି
(D) ବାସଭୂମି
21. କେଉଁମାନଙ୍କ ଦେହରେ ଉତ୍କଳ ଜନନୀଙ୍କ ଦେହ ଅନୁରଞ୍ଜିତ ହୋଇଛି ?
(A) ବୀରମାନଙ୍କ
(B) ଶତ୍ରୁମାନଙ୍କ
(C) ମିତ୍ରମାନଙ୍କ
(D) ପଡୋ ଡାଶୀଙ୍କ
22. ନୀଳ ଭୂ-ରମାଳା ଉତ୍କଳ ଜନନୀର ବନ୍ଧ ର ବକ୍ଷରେ କିପରି ଶୋଭା ପାଆନ୍ତି ?
(A) ଆକାଶ ସଦୃଶ
(B) ସମୁଦ୍ର ସଦୃଶ
(C) ତରଙ୍ଗ ସଦୃଶ
(D) ତମାଳବୃକ୍ଷ ସଦୃଶ
23. କାହାର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ଵରେ ପ୍ରଚାରିତ ?
(A) କବି ସୁପୁତ୍ର
(B) ନରନାରୀକ
(C) ରାଜାମହାରାଜ
(D) ରାଜାଜମିଦାର
24. କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୈତୃକ ଗ୍ରାମ କେଉଁଠାରେ ଅବସ୍ଥିତ ?
(A) ପୁରୀ ଜିଲ୍ଲାର ସୁଆଣ୍ଡୋରେ
(B) କଟକ ଜିଲ୍ଲାର ସତ୍ୟଭାମାପୁରରେ
(C) ଭଦ୍ରକ ଜିଲ୍ଲାର ବାସୁଦେବପୁରରେ
(D) ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ
25. ଲକ୍ଷ୍ମୀକାନ୍ତ ମହାପାତ୍ର ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?
(A) ସଙ୍ଗୀତ ଓ ନାଟକ
(B) କଳା ଓ ସଙ୍ଗୀତ
(C) ସାହିତ୍ୟ ଓ ସଙ୍ଗୀତ
(D) ବିଜ୍ଞାନ ଓ ଗଣିତ
26. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ?
(A) ଭକ୍ତି ଓ ବାତ୍ସଲ୍ୟ ରସାତ୍ମକ
(B) ସାମାଜିକ ଓ କାଳ୍ପନିକ
(C) ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ
(D) ଚେତନାଧର୍ମୀ ଓ ବିପ୍ଳବାତ୍ମକ
27. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀ ନିଃସୃତ କେଉଁ କୃତି ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?
(A) କଣାମାମୁ
(B) ବୁଢ଼ା ଶଙ୍ଖାରି
(C) ଅସହଯୋଗୀର ଆତ୍ମକଥା
(D) ଜୀବନସଙ୍ଗୀତ
28. କେଉଁ ମସିହାରେ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଡଗର ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ?
(A) ९९१១
(B) ९৭৭១
(C) ९९४०
(D) ୧୯୫୭
29. ‘‘ଉତ୍କଳ’’ କହିଲେ କେଉଁ ପ୍ରଦେଶକୁ ବୁଝାଏ ?
(A) ଓଡ଼ିଶା
(B) ବିହାର
(C) ପଶ୍ଚିମବଙ୍ଗ
(D) ଆନ୍ଧ୍ରପ୍ରଦେଶ
30. କାନ୍ତକବି କାହାର ପଦ ବନ୍ଦନା କରିଛନ୍ତି ?
(A) ଉତ୍କଳ ମାତାଙ୍କ
(B) ଭାରତ ମାତାଙ୍କ
(C) ନିଜ ମାତାଙ୍କ
(D) ଜଗଜ୍ଜନନୀଙ୍କ
31. କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ?
(A) ଚାରୁ ହାସ୍ୟମୟୀ ଚାରୁ ଲାସ୍ୟମୟୀ
(B) ପୂତ-ପୟୋଧ-ବିଧୌତ ଶରୀରା
(C) ଚାରୁ ଲାସ୍ୟମୟୀ ଚାରୁ ଭାଷମୟୀ
(D) ଚାରୁ ହାସମୟୀ ଚାରୁ ଭାଷମୟୀ
32. କେଉଁମାନଙ୍କଦ୍ୱାରା ଉତ୍କଳ ଜନନୀ ବନ୍ଦନୀୟା ?
(A) ମହାନ କବି
(B) ଯୋଗୀଋଷି
(C) ବୀରଯୋଦ୍ଧା
(D) ପର୍ବତମାଳା
Submit