MCQ Quiz

1. କୃଷ୍ଣ ତାଙ୍କ ପିତାଙ୍କୁ କ’ଣ ମାଗନ୍ତି ?

2. କୃଷ୍ଣ କେଉଁ ସ୍ଥାନକୁ ଉଠିପାରନ୍ତି ନାହିଁ ବୋଲି ଯଶୋଦା କହିଛନ୍ତି ?

3. କେଉଁଠାରେ ଭୟଙ୍କର ମୂର୍ତ୍ତିର ଚିତ୍ର ଦେଖ୍ କୃଷ୍ଣ ପଳାଇଯାଇଥିଲେ ?

4. କୃଷ୍ଣ କାହାକୁ ଦେଖ୍ ଡରୁଥିଲେ ?

5. ‘ମଧୁଭୁବନ’ କହିଲେ କେଉଁ ସ୍ଥାନକୁ ବୁଝାଏ ?

6. କୃଷ୍ଣ ବନକୁ ଗଲେ ଯଶୋଦାଙ୍କ ମନରେ କି ଅନୁଭୂତି ସୃଷ୍ଟି ହୁଏ ?

7. ରାତିରେ ଶ୍ରୀକୃଷ୍ଣ କାହା କୋଳରେ ଶୟନ କରୁଥିଲେ ?

8. କୃଷ୍ଣ କ୍ଳାନ୍ତ ହୋଇ ରାତ୍ରିରେ କେଉଁଠାରେ ଶୋଇ ଯାଉଥିଲେ ?

9. ‘ପିତାଙ୍କୁ ମାଗିବ କେହୁ ହରିରେ ଜୀବଧନ’ – ଏଠାରେ ‘ହରି’ ଶବ୍ଦଟି କେଉଁ ଅର୍ଥରେ ବ୍ୟବହୃତ ହୋଇଛି ?

10. ‘କାହାମୁଖ ଅନାଇ ବଞ୍ଚିବି’ କବିତାଟିର କବି କିଏ ?

11. କୃଷ୍ଣଙ୍କର କେଉଁ ଅଙ୍ଗରେ କୁଣ୍ଡଳ ଶୋଭାପାଏ ?

12. କୃଷ୍ଣଙ୍କ କାନରେ କ’ଣ ଶୋଭାପାଏ ?

13. କୃଷ୍ଣ କ’ଣ ଦେଖୁ ଘରୁ ପଳାଇଯା’ନ୍ତି ?

14. କଂସପୁର ଗଲେ ଶ୍ରୀକୃଷ୍ଣ କାହାକୁ ଦେଖୁବେ ବୋଲି ଯଶୋଦା କହିଛନ୍ତି ?

15. ‘କାହା ମୁଖ ଅନାଇ ବଞ୍ଚିବି’ କବିତାଟି କେଉଁ କାବ୍ୟର ଅଂଶବିଶେଷ ?

16. ‘ମଥୁରା ମଙ୍ଗଳ’ କାବ୍ୟର ପ୍ରଣେତା କିଏ ?

17. ମାତା ଯଶୋଦା ‘ଶ୍ୟାମଘନ’ ବୋଲି କାହାକୁ ସମ୍ବୋଧନ କରିଛନ୍ତି ?

18. ‘କାହା ମୁଖ ଅନାଇ ବଞ୍ଚି’– ଏହି ଉକ୍ତିଟି ମାତା ଯଶୋଦା କାହା ଉଦ୍ଦେଶ୍ୟରେ କହିଛନ୍ତି ?

19. ଯଶୋଦାଙ୍କ ପକ୍ଷରେ କାହାର ବିଚ୍ଛେଦ ଅସହ୍ୟ ଥିଲା ?

20. ଯଶୋଦା କୃଷ୍ଣଙ୍କୁ କେଉଁଠାକୁ ଯିବାକୁ ବାରଣ କରୁଥିଲେ ?

21. ‘ଜୀବନ’ ଅଭାବରେ କିଏ ବଞ୍ଚିପାରେ ନାହିଁ ?

22. କଂସ କେଉଁ ରାଜ୍ୟର ରାଜା ଥିଲେ ?